ବ୍ୟାବସାୟିକ ପ୍ରତିଷ୍ଠାନରେ ବାଣିଜ୍ୟକର ବିଭାଗର ଚଢ଼ଉ

ଟିକସ ଫାଙ୍କୁଥିବାରୁ ସ୍କାନରରେ ବ୍ୟବସାୟୀ ମା’ପୁଅ ରାଇରଙ୍ଗପୁର : ଟିକସ ଫାଙ୍କିବା ଅଭି‌ଯୋଗରେ ମୟୂରଭଞ୍ଜ ଜିଲ୍ଲା ରରୁଆଁର ମିନତୀ ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ଥିବା ଏକାଧିକ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆଜି ବାଣିଜ୍ୟକର ବିଭାଗ ଓ ଜିଏସ୍‌ଟି ଟିମ୍‌ ଚଢ଼ଉ କରିଛି। ସୂଚନା ମୁତାବକ, ମିନତୀ ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ରରୁଆଁରେ ଖଇନି … Continue reading ବ୍ୟାବସାୟିକ ପ୍ରତିଷ୍ଠାନରେ ବାଣିଜ୍ୟକର ବିଭାଗର ଚଢ଼ଉ